ମହିନ୍ଦ୍ରା SP ପ୍ଲସ୍
ଗୋଟିଏ ଅନ୍ତର୍ଜାତୀୟ କମ୍ପାନୀ ଭାବେ 1967ରୁ 30 ଲକ୍ଷରୁ ଅଧିକ ଟ୍ରାକ୍ଟର ଉତ୍ପାଦନ କରିସାରିଥିବା ମହିନ୍ଦ୍ରା, ବର୍ତ୍ତମାନ ଆପଣଙ୍କ ପାଇଁ ଆଣିଛି ଅଧିକ ଦୃଢ଼ ମହିନ୍ଦ୍ରା ଏସପି ପ୍ଲସ୍ । ମହିନ୍ଦ୍ରା ଏସପି ପ୍ଲସ୍ ଟ୍ରାକ୍ସରଗୁଡ଼ିକ, ସର୍ବନିମ୍ନ ଇନ୍ଧନ ଉପଯୋଗ ବୈଶିଷ୍ଟ୍ୟ ସହ ଏହି ଶ୍ରେଣୀରେ ଅଧିକ ଶକ୍ତିଶାଳୀ । ଏହାର ଶକ୍ତିଶାଳୀ ELS DI ଇଞ୍ଜିନ, ଉଚ୍ଚ ମାକ୍ସ ଟର୍କ, ଏବଂ ଉତ୍କୃଷ୍ଟ ବ୍ୟାକ୍ ଅପ୍ ଟର୍କ ଯୋଗୁଁ, ସମସ୍ତ ପ୍ରକାର କୃଷି ଉପକରଣ ସହ ଏହା ଅତୁଳନୀୟ ପ୍ରଦର୍ଶନ ଦେଇଥାଏ । ଉଦ୍ୟୋଗରେ ପ୍ରଥମ ଥର ପାଇଁ 6 ବର୍ଷର ୱାରେଣ୍ଟୀ ସହ, ମହିନ୍ଦ୍ରା SP PLUS ବାସ୍ତବରେ ବେଶ୍ ଦୃଢ଼ ।
ମହିନ୍ଦ୍ରା SP ପ୍ଲସ୍
-
Mahindra 265 DI SP Plus Tractor24.6 kW (33 HP)
-
ମହିନ୍ଦ୍ରା 275 DI SP ପ୍ଲସ୍ ଟ୍ରାକ୍ଟର27.6 kW (37 HP)
-
Mahindra 275 DI TU PP SP Plus ଟ୍ରାକ୍ଟର୍29.1 kW (39 HP)
-
Mahindra 275 DI HT TU SP Plus ଟ୍ରାକ୍ଟର୍29.1 kW (39 HP)
-
ମହିନ୍ଦ୍ରା 275 DI ଟିୟୁ SP ପ୍ଲସ୍ ଟ୍ରାକ୍ଟର28.7 kW (39 HP)
-
ମହିନ୍ଦ୍ରା 415 DI SP ପ୍ଲସ୍ ଟ୍ରାକ୍ଟର30.9 kW (42 HP)
-
ମହିନ୍ଦ୍ରା 475 DI ଏମଏସ SP ପ୍ଲସ୍ ଟ୍ରାକ୍ଟର30.9 kW (42 HP)
-
ମହିନ୍ଦ୍ରା 475 DI SP ପ୍ଲସ୍ ଟ୍ରାକ୍ଟର32.8 kW (44 HP)
-
ମହିନ୍ଦ୍ରା 575 DI XP ପ୍ଲସ୍ ଟ୍ରାକ୍ଟର35 kW (47 HP)
-
ମହିନ୍ଦ୍ରା 585 DI XP ପ୍ଲସ୍ ଟ୍ରାକ୍ଟର36.75 kW (49.9 HP)