
ମହିନ୍ଦ୍ରା 4WD ଟ୍ରାକ୍ଟର୍
ସବୁ ପରିସ୍ଥିତିରେ
ବଢ଼ିଆ ପ୍ରଦର୍ଶନ ପାଇଁ
4WD ଟ୍ରାକ୍ଟର
ମହିନ୍ଦ୍ରା 4WD ଟ୍ରାକ୍ଟରଗୁଡ଼ିକ କୃଷକମାନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ତିଆରି ହୋଇଛି । 4WD ଅର୍ଥ 4 ଚକିଆ ଡ୍ରାଇଭ୍ , ଏବଂ ଏବାକୁ ମଧ୍ୟ 4X4 କୁହାଯାଏ । ଏସବୁ ଟ୍ରାକ୍ଟର ପରିଚାଳିତ ହେବ ବେଳେ ତାହାର 4ଟି ଚକା ଉପଯୋଗ କରିଥାଏ, ଯାହାର ଅର୍ଥ ଏ କ୍ଷେତ୍ରରେ ଖସିଯିବା କିମବା ନିୟନ୍ତ୍ରଣ ହରାଇବାର ସମ୍ଭାବନା କମ । 2WD ଟ୍ରାକ୍ଟରରେ ଅଧିକ ଭାର ବା ଓଜନ ଥିଲେ, ଏହା ନିୟନ୍ତ୍ରଣ ହରାଇ ପାରେ, କିନ୍ତୁ 4WD ଟ୍ରାକ୍ଟର କ୍ଷେତ୍ରରେ ଏପରି ହୁଏ ନାହିଁ । ଯେହେତୁ ଏଥିରେ ଖସିବାର ସମ୍ଭାବନା କମ, ଜମିରେ ଏହା ଯୋଗୁ ଉତ୍ପାଦକତା ବଢ଼ିଥାଏ, ଯେଉଁଥିପାଇଁ ଦୀର୍ଘ ସମୟ ଉପଯୋଗ ଦୃଷ୍ଟିରୁ 4X4 ମେସିନ୍ ଅଧିକ ଭଲ ବିକଳ୍ପ ।

-
ମହିନ୍ଦ୍ରା ଜିଭୋ 225 DI 4WD ଟ୍ରାକ୍ଟର14.9 kW (20HP)
-
ମହିନ୍ଦ୍ରା ଜିଭୋ 225 DI 4WD ଏନଟି ଟ୍ରାକ୍ଟର14.9 kW (20HP)
-
ମହିନ୍ଦ୍ରା OJA 2121 ଟ୍ରାକ୍ଟର15.7 ରୁ 25.7 kW (21 ରୁ 35 HP)
-
ମହିନ୍ଦ୍ରା ଜିଭୋ 245 DI ଟ୍ରାକ୍ଟର15.7 ରୁ 25.7 kW (21 ରୁ 35 HP)
-
ମହିନ୍ଦ୍ରା ଜିଭୋ 245 ଭିନେୟାର୍ଡ ଟ୍ରାକ୍ଟର15.7 ରୁ 25.7 kW (21 ରୁ 35 HP)
-
ମହିନ୍ଦ୍ରା OJA 2124 ଟ୍ରାକ୍ଟର15.7 ରୁ 25.7 kW (21 ରୁ 35 HP)
-
ମହିନ୍ଦ୍ରା ଜିଭୋ 305 DI ୪ଡବ୍ଲୁଡି ଟ୍ରାକ୍ଟର15.7 ରୁ 25.7 kW (21 ରୁ 35 HP)
-
ମହିନ୍ଦ୍ରା ଜିଭୋ 305 DI ୪ଡବ୍ଲୁଡି ଭିନେୟାର୍ଡ ଟ୍ରାକ୍ଟର15.7 ରୁ 25.7 kW (21 ରୁ 35 HP)
-
ମହିନ୍ଦ୍ରା OJA 2127 ଟ୍ରାକ୍ଟର15.7 ରୁ 25.7 kW (21 ରୁ 35 HP)
-
ମହିନ୍ଦ୍ରା OJA 2130 ଟ୍ରାକ୍ଟର15.7 ରୁ 25.7 kW (21 ରୁ 35 HP)
-
ମହିନ୍ଦ୍ରା OJA 3132 ଟ୍ରାକ୍ଟର15.7 ରୁ 25.7 kW (21 ରୁ 35 HP)
-
ମହିନ୍ଦ୍ରା OJA 3136 ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 405 ୟୁଭୋ ଟେକ୍+ 4WD ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା OJA 3140 ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 415 ୟୁଭୋ ଟେକ୍+ 4WD ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 475 ୟୁଭୋ ଟେକ୍+ 4WD ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 575 ୟୁଭୋ ଟେକ୍+ 4WD ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା ନୋଭୋ 605 DI ପିଏସ୍ 4WD ଭି1 ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା ଅର୍ଜୁନ୍ 605 DI MS V1 ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 585 ୟୁଭୋ ଟେକ୍+ 4WD ଟ୍ରାକ୍ଟର୍26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା ନୋଭୋ 605 DI 4WD ଭି1 ଟ୍ରାକ୍ଟର37.3 kW ଉପରେ ( 51 HP ଉପରେ)
-
ମହିନ୍ଦ୍ରା ନୋଭୋ 605 DI ପିପି ଭି1 4WD ଟ୍ରାକ୍ଟର37.3 kW ଉପରେ ( 51 HP ଉପରେ)
-
ମହିନ୍ଦ୍ରା ନୋଭୋ 655 DI ପିପି 4WD ଭିଆଇ ଟ୍ରାକ୍ଟର37.3 kW ଉପରେ ( 51 HP ଉପରେ)
-
ମହିନ୍ଦ୍ରା ନୋଭୋ 755 DI ପିପି4WD ଭି1 ଟ୍ରାକ୍ଟର37.3 kW ଉପରେ ( 51 HP ଉପରେ)