
ମହିନ୍ଦ୍ରା 2WD ଟ୍ରାକ୍ଟର
ସହଜ ସଂଚାଳନ ପାଇଁ ଗୋଟିଏ
ଆକ୍ସେଲ୍ ଦ୍ବାରା ପରିଚାଳିତ
2WD ଟ୍ରାକ୍ଟର
ଦୁଇ -ଚକିଆ ଡ୍ରାଇଭ୍ ଟ୍ରାକ୍ଟର୍ (2WD ଟ୍ରାକ୍ଟର କିମ୍ବା 2x2 ଟ୍ରାକ୍ଟର୍ ) ର ନାମ ଏପରି ହୋଇଛି, କାରଣ ସେଗୁଡ଼ିକର ଅଧିକାଂଶ ଓଜନ ପଛ ଚକାରେ ବିଭାଜିତ ହୋଇଛି । ଏହିଠାରୁ ହିଁ ସେଗୁଡ଼ିକୁ ଟ୍ରାକ୍ସନ ମିଳିଥାଏ । ଏସବୁ ଟ୍ରାକ୍ଟର୍ ଗୋଟିଏ ଆକ୍ସେଲ୍ ଦ୍ବାରା ପରିଚାଳିତ, ଯାହା ସେଗୁଡ଼ିକୁ ତାହାର ଇଞ୍ଜିନ ଶକ୍ତିର 45-50% କାମ କରିବାରେ ସକ୍ଷମ କରାଇ ଥାଏ, ଯାହା ସାଧାରଣତଃ 4-150 kW ଭିତରେ ହୋଇଥାଏ । ସେଗୁଡ଼ିକର ଛୋଟ ଘୂରୁଥିବା ବ୍ୟାସାର୍ଦ୍ଧ ଚାରି- ଚକିଆ ଡ୍ରାଇଭ୍ ଟ୍ରାକ୍ଟର ଠାରୁ ଚାଲିବାରେ ଅଧିକ ସହଜ କରାଇଥାଏ । ତେଣୁ, 2x2 ଟ୍ରାକ୍ଟରଗୁଡ଼ିକ ଛୋଟ ଜମି, ବଗିଚା, ଅଙ୍ଗୁର ବଗିଚା ପାଇଁ ଅଧିକ ଉପଯୋଗୀ ।

-
ମହିନ୍ଦ୍ରା ୟୁଭରାଜ୍ 215 ଏନଏକ୍ସଟି ଏନଟି ଟ୍ରାକ୍ଟର14.9 kW (20HP)
-
ମହିନ୍ଦ୍ରା ୟୁଭରାଜ୍ 215 ଏନଏକ୍ସଟି ଟ୍ରାକ୍ଟର14.9 kW (20HP)
-
ମହିନ୍ଦ୍ରା ଜିଭୋ 225 DI ଟ୍ରାକ୍ଟର14.9 kW (20HP)
-
ମହିନ୍ଦ୍ରା 305 ଅର୍ଚାଡ୍ ଟ୍ରାକ୍ଟର15.7 ରୁ 25.7 kW (21 ରୁ 35 HP)
-
Mahindra 265 DI SP Plus Tractor15.7 ରୁ 25.7 kW (21 ରୁ 35 HP)
-
ମହିନ୍ଦ୍ରା 265 DI XP ପ୍ଲସ୍ ଟ୍ରାକ୍ଟର`15.7 ରୁ 25.7 kW (21 ରୁ 35 HP)
-
ମହିନ୍ଦ୍ରା XP PLUS 265 265 ଅର୍ଚାଡ୍ ଟ୍ରାକ୍ଟର15.7 ରୁ 25.7 kW (21 ରୁ 35 HP)
-
ମହିନ୍ଦ୍ରା 275 DI SP ପ୍ଲସ୍ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 275 DI XP ପ୍ଲସ୍ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 275 DI ଟିୟୁ SP ପ୍ଲସ୍ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 275 DI ଟିୟୁ XP ପ୍ଲସ୍ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 405 ୟୁଭୋ ଟେକ୍+ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 415 DI SP ପ୍ଲସ୍ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 475 DI ଏମଏସ XP ପ୍ଲସ୍ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 415 ୟୁଭୋ ଟେକ୍+ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 415 DI XP ପ୍ଲସ୍ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 475 DI ଏମଏସ SP ପ୍ଲସ୍ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 475 DI SP ପ୍ଲସ୍ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 475 DI XP ପ୍ଲସ୍ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 475 ୟୁଭୋ ଟେକ୍+ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 575 DI XP ପ୍ଲସ୍ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 575 DI XP ପ୍ଲସ୍ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 575 ୟୁଭୋ ଟେକ୍+ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା ନୋଭୋ 605 DI ପିଏସ୍ ଭି1 ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 585 ୟୁଭୋ ଟେକ୍+ ଟ୍ରାକ୍ଟର୍26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 585 DI XP ପ୍ଲସ୍ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା ଅର୍ଜୁନ 555 DI ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା 585 DI XP ପ୍ଲସ୍ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା ଅର୍ଜୁନ 605 DI ଏମଏସ ଟ୍ରାକ୍ଟର26.5 ରୁ 37.3 kW (36 ରୁ 50 HP)
-
ମହିନ୍ଦ୍ରା ନୋଭୋ 605 DI ଭିଆଇ ଟ୍ରାକ୍ଟର37.3 kW ଉପରେ ( 51 HP ଉପରେ)
-
ମହିନ୍ଦ୍ରା ଅର୍ଜୁନ 605 DI ଆଇ ଟ୍ରାକ୍ଟର37.3 kW ଉପରେ ( 51 HP ଉପରେ)
-
ମହିନ୍ଦ୍ରା ଅର୍ଜୁନ 605 DI ପିପି ଟ୍ରାକ୍ଟର37.3 kW ଉପରେ ( 51 HP ଉପରେ)
-
ମହିନ୍ଦ୍ରା ନୋଭୋ 605 DI ପିପି ଭି1 ଟ୍ରାକ୍ଟର37.3 kW ଉପରେ ( 51 HP ଉପରେ)
-
ମହିନ୍ଦ୍ରା ନୋଭୋ 655 DI ପିପି ଭି1 ଟ୍ରାକ୍ଟର37.3 kW ଉପରେ ( 51 HP ଉପରେ)